Browsing Tag

motorola 5g

ଭାରତରେ ଲଞ୍ଚ ହେଲା Motorola ର ଏକ ଜବରଦସ୍ତ ସ୍ମାର୍ଟଫୋନ୍, ରହିଛି ବଢ଼ିଆ ଫିଚର୍ସ

Motorola ଭାରତରେ ଲଞ୍ଚ କରିଛି ଏକ ସୁପର ସ୍ମାର୍ଟଫୋନ୍ । ଏହି ନୂଆ Motorola ସ୍ମାର୍ଟଫୋନ୍ ଏକ ପାୱାରଫୁଲ୍ 7000mAh ବ୍ୟାଟେରୀ ଏବଂ ଏକ ୫୦MP କ୍ୟାମେରା ଭଳି ଫିଚର୍ସ ସହିତ ଲେସ୍ । କମ୍ପାନୀ ଏହି ଫୋନରେ MediaTek Dimensity 6000 ସିରିଜ୍ ଚିପସେଟ୍ ବ୍ୟବହାର କରିଛି । କମ୍ପାନୀ ଦାବି…

ବଡ଼ ବ୍ୟାଟେରୀ ସହିତ ଦମଦାର୍ ସ୍ମାର୍ଟଫୋନ୍ ଲଞ୍ଚ କରିଛି Motorola, ଜାଣନ୍ତୁ ଫିଚର୍ସ ଏବଂ ପ୍ରାଇସ୍

କିଛି ଗ୍ଲୋବାଲ୍ ମାର୍କେଟରେ ୭୦୦୦mAh ବ୍ୟାଟେରୀ ସହିତ ଏକ ଫୋନ୍ ଲଞ୍ଚ କରିଛି Motorola । Motorola ଦୁଇଟି ଶସ୍ତା G ସିରିଜ୍ ଫୋନ୍, Moto G37 ଏବଂ Moto G37 Power ଉପସ୍ଥାପନ କରିଛି । ଉଭୟ ଫୋନ୍ MediaTek Dimensity 6300 ଚିପସେଟ୍ ଦ୍ୱାରା ପରିଚାଳିତ । ଉଭୟ ଫୋନ୍ ୧୨୦Hz ରିଫ୍ରେସ୍…

ଏହି ଦିନ ଭାରତରେ ଲଞ୍ଚ ହେବ Motorola Edge 70, ମିଳିବ ଜବରଦସ୍ତ ଫିଚର୍ସ

ଭାରତରେ Motorola Edge 70ର ଲଞ୍ଚ ନିଶ୍ଚିତ ହୋଇଛି । ଆସନ୍ତା ସପ୍ତାହରେ ଏହି ଫୋନ ଭାରତୀୟ ବଜାରରେ ଲଞ୍ଚ ହେବ । ନିକଟରେ ଏହି ଫୋନକୁ ୟୁରୋପ ଏବଂ ମିଡିଲ୍ ଇଷ୍ଟରେ ଲଞ୍ଚ କରାଯାଇଛି । ମୋଟୋରୋଲାର ଏହି ଫୋନ୍ ତିନୋଟି କଲର୍ ଅପ୍ସନରେ ଆସିଥାଏ - ପେନାଟୋନ୍ ବ୍ରୋଞ୍ଜ ଗ୍ରୀନ୍, ପେନାଟୋନ୍ ଲିଲି…

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Motorola Edge 70 Ultra, ମିଳିବ ଦମଦାର ଫିଚର୍ସ

ମୋଟୋରୋଲା ଖୁବ୍ ଶୀଘ୍ର ଏହାର ଫ୍ଲାଗସିପ୍ ଫୋନ୍ Edge 70 Ultra ଲଞ୍ଚ କରିବାକୁ ଯାଉଛି । ନିକଟରେ ମୋଟୋରୋଲାର ଏହି ଫ୍ଲାଗସିପ୍ ଫୋନର ଡିଟେଲସ ପ୍ରକାଶ ପାଇଛି । ଫୋନର ରାମ୍ ସମେତ ଅନେକ ଫିଚର ଅନଲାଇନରେ ଲିକ୍ ହୋଇଛି । ଏହି ଫୋନ୍ ବିଷୟରେ କିଛି ସମୟ ଧରି ଅନେକ ସୂଚନା ସାମ୍ନାକୁ ଆସୁଛି । ଏହା…

Motorola ଖୁବ୍ ଶୀଘ୍ର ଲଞ୍ଚ କରିବ ଆଉ ଏକ ଜବରଦସ୍ତ ସ୍ମାର୍ଟଫୋନ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

Motorola ଭାରତରେ ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି Motorola ଫୋନକୁ G ସିରିଜରେ ଉପସ୍ଥାପନ କରାଯିବ । କମ୍ପାନୀ ଏହାର ଅଫିସିଆଲ୍ X ହ୍ୟାଣ୍ଡେଲରୁ ଏହି ଫୋନର ଟିଜର ସେୟାର କରିଛି । ଏହି ଫୋନଟି ଗତବର୍ଷ ଲଞ୍ଚ ହୋଇଥିବା Motorola G85 5Gର ଅପଗ୍ରେଡ୍…

ସାମ୍ନାକୁ ଆସିଲା Motorola Edge 60ର ଲଞ୍ଚ ଡେଟ୍, ମିଳିବ ଦମଦାର ଫିଚର୍ସ

ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ମୋଟୋରୋଲା ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି । କମ୍ପାନୀ ପୁଣି ଥରେ ଏକ ନୂଆ ସ୍ମାର୍ଟଫୋନ୍ ସହିତ ଭାରତୀୟ ବଜାରକୁ ଫେରିଛି । ଗତ କିଛି ମାସ ମଧ୍ୟରେ ମୋଟୋରୋଲା କମ୍ ବଜେଟ୍ ଠାରୁ ଆରମ୍ଭ କରି ମଧ୍ୟମ ରେଞ୍ଜ୍ ଫ୍ଲାଗସିପ୍ ସେଗମେଣ୍ଟ ପର୍ଯ୍ୟନ୍ତ ଅନେକ…

ଜୁନ୍ ପ୍ରଥମ ସପ୍ତାହରେ ଲଞ୍ଚ ହେବ ତିନୋଟି ଦମଦାର ସ୍ମାର୍ଟଫୋନ୍, ଫିଚର୍ସ ରହିଛି ବଢିଆ

ଜୁନ୍ ପ୍ରଥମ ସପ୍ତାହରେ ଲଞ୍ଚ ହେବ।କୁ ଯ।ଉଛି ତିନୋଟି ଚମତ୍କାର ସ୍ମାର୍ଟଫୋନ୍, ତେବେ କଣ ଏହି ଫୋନ ଏବଂ ଏଥିରେ କଣ ଖ।ସ୍ ଅଛି, ଆସନ୍ତୁ ଜ।ଣିବ।….ଜୁନ୍ ପ୍ରଥମ ସପ୍ତାହରେ ତିନୋଟି ନୂଆ ସ୍ମାର୍ଟଫୋନ୍ ଲଞ୍ଚ ହେବାକୁ ଯାଉଛି, ଯେଉଁଥିରେ ଚମତ୍କ।ର ଫିଚର ସବୁ ରହିଛି । ତେବେ ଏହି ଫୋନ୍ ଗୁଡିକ…

ଏଣ୍ଟ୍ରି କରିବାକୁ ଯାଉଛି Motorola ର ପ୍ରିମିୟମ୍ ସ୍ମାର୍ଟଫୋନ୍, ଜାଣନ୍ତୁ ଏହାର ଦାମ୍ ଏବଂ ଫିଚର୍ସ

ମୋଟୋରୋଲା ପୁଣି ଥରେ ଭାରତୀୟ ବଜାରରେ ଏଣ୍ଟ୍ରି କରିବାକୁ ଯାଉଛି । ଗତ ଦୁଇ ବର୍ଷ ମଧ୍ୟରେ ମୋଟୋରୋଲା ବଜେଟ୍ ଠାରୁ ପ୍ରିମିୟମ୍ ସେଗମେଣ୍ଟ ପର୍ଯ୍ୟନ୍ତ ଅନେକ ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀ ୨୦୨୫ରେ ମଧ୍ୟ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ଅନେକ ନୂଆ ପ୍ରଡ଼କ୍ଟ ଆଣିବାକୁ ଯାଉଛି । ଯଦି…

ଶସ୍ତାରେ ଉପଲବ୍ଧ Motorola’s Edge 50 Ultra, ରହିଛି ୫୦MP ର ସେଲଫି କ୍ୟାମେରା ସହିତ AI ଫିଚର୍ସର ସପୋର୍ଟ

Monumental Sale ୨୦୨୫ ରେ ଅନେକ ସ୍ମାର୍ଟଫୋନ୍ ଡିସକାଉଣ୍ଟ ସହିତ ଫ୍ଲିପକାର୍ଟରେ ସେଲ୍ ପାଇଁ ଲିଷ୍ଟ ହୋଇଛି । ଏଥି ମଧ୍ୟରୁ Motorola's Edge 50 Ultra ମଧ୍ୟ ସାମିଲ୍ ଅଛି, ଯାହା ଅନଲାଇନ୍ ସପିଂ ସାଇଟ୍ ଫ୍ଲପକାର୍ଟରୁ ଅଫରରେ କିଣାଯାଇପାରିବ । ଯଦି ଆପଣ ଏକ ଶସ୍ତା ଦମଦାର୍…

ଆଜି ମାର୍କେଟରେ ଏଣ୍ଟ୍ରି କରିବ Moto G35 5G, ଜାଣନ୍ତୁ କ’ଣ ମିଳିବ ଖାସ୍

ମୋଟରୋଲା ଫ୍ୟାନ୍ସଙ୍କ ପାଇଁ ଆଜି ଏକ ବଡ଼ ଦିନ । ବାସ୍ତବରେ କମ୍ପାନୀ ଆଜି ଭାରତରେ Motorola G35 5G ଲଞ୍ଚ କରିବାକୁ ଯାଉଛି । ଲଞ୍ଚ ପୂର୍ବରୁ ଏହି ଫୋନ୍ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ଲାଇଭ୍ କରାଯାଇଛି । ଏଥିରେ କମ୍ପାନୀ ଏହାର ଲଞ୍ଚ ଡେଟ୍ ନିଶ୍ଚିତ କରିଛି । ମାଇକ୍ରୋସାଇଟ୍…

Motorola ଲଞ୍ଚ କଲା ThinkPhone 25, ସ୍ମାର୍ଟ ଫିଚର୍ସରେ ସହଜରେ କରିପାରିବେ ଅଫିସ୍ କାମ

ଅଗ୍ରଣୀ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଖୁବ ଶୀଘ୍ର ସ୍ମାର୍ଟଫୋନ୍ ବଜାରରେ ପ୍ରତ୍ୟାବର୍ତ୍ତନ କରୁଛି । ଗତ ଏକ ବର୍ଷ ମଧ୍ୟରେ ମୋଟରୋଲା ଦ୍ୱାରା ଅନେକ ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । ବର୍ତ୍ତମାନ ମୋଟରୋଲା ଦ୍ୱାରା ଆଉ ଏକ ନୂଆ ସ୍ମାର୍ଟଫୋନ୍ Motorola ThinkPhone 25 ଲଞ୍ଚ ହୋଇଛି ।…

ଜବରଦସ୍ତ ଫିଚର୍ସ ସହ ଲଞ୍ଚ ହେଲା Motorola G45 5G, ଦାମ୍ ୧୦ ହଜାରରୁ ବି କମ୍

ମୋଟରୋଲା ଆଜି ନିଜର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ୍ Motorola G45 5Gକୁ ଭାରତୀୟ ବଜାରରେ ଲଞ୍ଚ କରିଛି । କମ୍ପାନୀ ଏହି ସ୍ମାର୍ଟଫୋନକୁ ୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଏବଂ ୨ଟି ଭାରିଆଣ୍ଟ ସହିତ ଲଞ୍ଚ କରିଛି । ଏଥି ସହିତ, ଏହା ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଯାହାର ମୂଲ୍ୟ…