ଶୋଇବା ସମୟରେ ମୁହଁରୁ ଲାଳ ବାହାରୁଛି କି? ଏହି ଉପାୟ ଆପଣାଇ ଦୂର କରନ୍ତୁ ସମସ୍ୟା
ଅଧିକାଂଶ ସମୟରେ ଆପଣମାନେ ଶୋଇଥିବା ସମୟରେ ପାଟିରୁ ଲାଳ ବାହାରୁଥିବାର ଲକ୍ଷ୍ୟ କରିଥିବେ । ଏହି ସମସ୍ୟା କେବଳ ଛୋଟ ପିଲା ନୁହେଁ ବରଂ ବଡ ଲୋକଙ୍କ ପାଖରେ ମଧ୍ୟ ଦେଖାଯାଇଥାଏ। ବାସ୍ତବରେ ମୁହଁରୁ ଲାଳ ବାହାରିବାର କାରଣ ଭୁଲ୍ ଖାଦ୍ୟପେୟ ସହିତ ଅନେକ ରୋଗର ସଂକେତ ମଧ୍ୟ ହୋଇପାରେ। ଏହିକାରଣରୁ…