Browsing Tag

MPs suspended

ଲୋକସଭାରୁ ଆଉ ୨ ବିରୋଧୀ ସାଂସଦ ନିଲମ୍ବିତ, ୧୪୩ରେ ପହଞ୍ଚିଲା ସସ୍‌ପେଣ୍ଡ ସାଂସଦଙ୍କ ସଂଖ୍ୟା

ସଂସଦରେ ବିରୋଧ ପ୍ରଦର୍ଶନକୁ ନେଇ ବିରୋଧୀ ସାଂସଦଙ୍କ ନିଲମ୍ବନ ପ୍ରକ୍ରିୟା ଆଜି ମଧ୍ୟ ଜାରି ରହିଛି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗୃହରେ ହୋହଲ୍ଲା ପାଇଁ ଆଉ ଦୁଇ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଶୀତ ଅଧିବେଶନରେ ଉଭୟ ଗୃହରୁ ନିଲମ୍ବିତ ସାଂସଦମାନଙ୍କ ସଂଖ୍ୟା ବଢ଼ି…

ଲୋକସଭା ପରେ ରାଜ୍ୟସଭାରୁ ୪୫ ବିରୋଧୀ ସାଂସଦ ସସ୍‌ପେଣ୍ଡ

ଲୋକସଭା ପରେ ରାଜ୍ୟସଭାରୁ ୪୫ ବିରୋଧୀ ସାଂସଦଙ୍କୁ ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ପ୍ରମୋଦ ତିୱାରୀ, ଜୟରାମ ରମେଶ, କେସି ଭେନୁଗୋପାଳ, ରାମନାଥ ଠାକୁର, ମନୋଜ ଝା, ରାମଗୋପାଳ ଯାଦବ, ଜାଭେଦ ଅଲି ଖାନ, ମହୁଆ ମାଜି, ଶାନ୍ତନୁ ସେନ ପ୍ରମୁଖ…

ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୩୩ ବିରୋଧୀ ସାଂସଦ ଲୋକସଭାରୁ ନିଲମ୍ବିତ

ସଂସଦର ସୁରକ୍ଷା ଭଙ୍ଗ ମାମଲାରେ ସୋମବାର ମଧ୍ୟ ବିରୋଧୀ ଦଳ ନିଜର ଦାବିକୁ ନେଇ ଅଡି ବସିଥିଲେ। ଏହାକୁ ନେଇ ଲୋକସଭା ଏବଂ ରାଜ୍ୟସଭାରେ ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ ହୋଇଥିଲା। ଗୃହରେ ହଟ୍ଟଗୋଳ ପାଇଁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୩୩ ଜଣ…

ଗୃହରେ ବିଶୃଙ୍ଖଳା ଆଚରଣ କରିଥିବା ୮ ସାଂସଦଙ୍କୁ ସପ୍ତାହେ ପାଇଁ ନିଲମ୍ବନ

ଭୁବନେଶ୍ବର: ବିଶୃଙ୍ଖଳା ଆଚରଣ କରିଥିବା ସାଂସଦଙ୍କ ବିରୋଧରେ ଆକ୍ସନ । ଆକ୍ସନ ନେଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ । ୮ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି । ୮ ସାଂସଦଙ୍କୁ ସପ୍ତାହେ ପାଇଁ ନିଲମ୍ବନ କରାଗଲା । ଗତକାଲି କୃଷି ବିଲ୍‌କୁ ନେଇ ହଙ୍ଗାମା କରିଥିଲେ ୮ ସାଂସଦ ।…