Below header
Browsing Tag

mulayam singh yadav death

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ମୁଲାୟମଙ୍କ ଶେଷକୃତ୍ୟ, ମୁଖାଗ୍ନି ଦେଲେ ପୁଅ ଅଖିଳେଶ ଯାଦବ

ସମାଜବାଦୀ ପାର୍ଟିର ନାୟକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ ସୈଫଇ ଗାଁରେ ଶେଷ ହୋଇଛି। ମୁଲାୟମଙ୍କୁ ମୁଖାଗ୍ନି ଦେଲେ ପୁଅ ଅଖିଳେଶ ଯାଦବ। ମୁଲାୟମଙ୍କ ଅନ୍ତିମ ଦର୍ଶନ ପାଇଁ ଲକ୍ଷ ଲକ୍ଷ ସମର୍ଥକଙ୍କ ଭିଡ ଜମିଥିଲା। କେବଳ ସମର୍ଥକ ନୁହେଁ  ଅନେକ…

ପୈତୃକ ଗାଁରେ ଆଜି ହେବ ମୁଲାୟମ ସିଂ ଯାଦବଙ୍କ ଅନ୍ତିମ ସଂସ୍କାର, ମୋଦିଙ୍କ ସମେତ ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀ…

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କର ଆଜି ଅନ୍ତିମ ସଂସ୍କାର ହେବ । ତାଙ୍କ ପାର୍ଥିବ ଶରୀରକୁ ପୈତୃକ ଗାଁ ସୈଫଇ ବାସଭବନରେ ରଖାଯାଇଛି ଆଉ ସେଠାରେ ହିଁ ଶେଷ ଦର୍ଶନ ପାଇଁ ରଖାଯିବ। ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଅନ୍ତିମ…

ଛାତ୍ର ଜୀବନରେ କେବେ ବି କୌଣସି ଆନ୍ଦୋଳନରୁ ପଛଘୁଞ୍ଚା ଦେଇନାହାନ୍ତି ମୁଲାୟମ, ଖାସ୍‌ ସେଥିପାଇଁ MLA ବୋଲି ଡାକୁଥିଲେ…

ମୁଲାୟମ ସିଂ ଯାଦବ ଦେଶର ଜଣେ ପ୍ରମୁଖ ରାଜନେତା ଭାବେ ବେଶ୍‌ ପରିଚିତ। ୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କାମ କରିଛନ୍ତି। କୌଣସି ରାଜନୈତିକ ପରିବାରରୁ ନ ଆସି ମଧ୍ୟ ସବୁଠୁ ବଡ ନେତା ପାଲଟିଥିଲେ। ହେଲେ ଜଣେ ରାଜନୀତି ସହିତ କୌଣସି ସଂପର୍କ ନଥିବା ବ୍ୟକ୍ତି ଉତ୍ତରପ୍ରଦେଶ ରାଜନୀତିର…

ମୁଲାୟମଙ୍କ ପରଲୋକ ମୋତେ ବହୁତ କଷ୍ଟ ଦେଉଛି, ଟ୍ଵିଟ୍‌ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି। ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଆଜି ସକାଳ ୮.୧୬ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୁଲାୟମ ସିଂ ଯାଦବଙ୍କ ପରଲୋକ ବିଷୟରେ ପୁଅ ଅଖିଳେଶ ଯାଦବ ଟ୍ଵିଟ୍‌ କରି…

ଚାଲିଗଲେ ସମାଜବାଦୀ ପାର୍ଟି ସୁପ୍ରିମୋ, ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଉତ୍ତରପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ଆଜି ଦେହାନ୍ତ ହୋଇଛି । ମୁଲାୟମଙ୍କ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ।…