Browsing Tag

Mumbai cruise link case

ମୁମ୍ବାଇ କ୍ରୁଜ ଡ୍ରଗ୍ସ ଲିଙ୍କ ମାମଲାରେ ତେଜିଲା ରାଜନୈତିକ ଯୁଦ୍ଧ, ନୱାବଙ୍କ ବିରୋଧରେ ଶହେ କୋଟିର ମାନହାନି ମକଦ୍ଦମା

ନୂଆଦିଲ୍ଲୀ : ମୁମ୍ବାଇ ଡ୍ରଗ୍ସ କ୍ରୁଜ ଲିଙ୍କ ମାମଲାରେ ଜେଲରୁ ଘରକୁ ଫେରିଛନ୍ତି ଆର୍ଯ୍ୟନ। କିନ୍ତୁ ଥମୁନି ବିବାଦ। ଏନସିପି ନେତା ନୱାବ ମଲ୍ଲିକଙ୍କ ବିରୋଧରେ ଶହେ କୋଟିର ମାନହାନି ମାମଲା ରୁଜୁ। ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ଅଧ୍ୟକ୍ଷ ମୋହିତ କମ୍ବାଞ୍ଜେ କରିଛନ୍ତି ମାନହାନି ମକଦ୍ଦମା।…