Below header
Browsing Tag

mumbai murder case

ବାପା ନା ସଇତାନ, ଟିବି ପୀଡିତା ଝିଅକୁ ଦୁଷ୍କର୍ମ କରିବା ପରେ ପିଟି ପିଟି ମାରିଦେଲା

ସଇତାନ ସାଜିଲା ବାପା । ନିଜ ୨୨ ବର୍ଷୀୟା ଝିଅକୁ ଦୁଷ୍କର୍ମ କରିବା ପରେ ଜବରଦସ୍ତ ଗର୍ଭପାତ କରିଲା । ଆଉ ଶେଷରେ ପିଟି ପିଟି ମାରିଦେଲା । ଏମିତି ଏକ ଘଟଣା ମୁମ୍ବାଇର ସଟେ ପାଲଘର ଜିଲ୍ଲାର ନାଲାସୋପାରାରେ ଘଟିଛି । ଏହା ବିଷୟରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।…