Below header
Browsing Tag

mumbai police

ମୁମ୍ବାଇ ପୋଲିସ ଜାଣିଶୁଣି ସବୁ ପ୍ରମାଣକୁ ନଷ୍ଟ କରି ଦେଉଛି: ସୁଶାନ୍ତ ସିଂହ ରାଜପୁତଙ୍କ ଓକିଲ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ବିହାର ଓ ମୁମ୍ବାଇ ପୋଲିସ ତାଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରୁଥିବା ବେଳେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ସିବିଆଇ…

ପୁଣିଥରେ ସାହାଯ୍ୟର ହାତ ବଢ଼ାଇଲେ ସୋନୁ ସୁଦ୍‌, ପୋଲିସକୁ ଦାନ କଲେ ୨୫ ହଜାର ଫେସ୍‌ ସିଲ୍ଡ

କରୋନା ମହାମାରୀ ଯୋଗୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଚାରିଆଡ଼େ ଭୟ ଓ ଚିନ୍ତାର ବାତାବରଣ ଦେଖିବାକୁ ମିଳିଛି। ଏହି ସଙ୍କଟ ସମୟରେ ବଲିଉଡ ଅଭିନେତା ସୋନୁ ସୁଦ୍‌ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେ କରୋନା ମହାମାରୀ ମଧ୍ୟରେ ଶତାଧିକ ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରେ…

ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ମୁମ୍ବାଇ ପୋଲିସ ବାହାର କଲା ନୂଆ ତରିକା, ସହରର ସମସ୍ତେ କହୁଛନ୍ତି…

୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ଦେଶରେ ସରକାରଙ୍କ ଘୋଷଣାକୁ ସାର୍ଥକ କରିବା ନିଶ୍ଚିତ ରୂପେ ଏକ କଠିନ କାମ । ଏତେ ବଡ ଦେଶରେ ଲୋକଙ୍କ ସହଯୋଗ ନରହିଲେ ହୁଏତ କିଛି କରିହେବ ନାହିଁ । କରୋନା ଭାଇରସକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଓ ଲକ ଡାଉନ ସମୟରେ ଲୋକେ ଯେମିତି ଘରୁ…

ନାବାଳିକାକୁ ଅସଦାଚରଣ କରି ଫସିଲେ ବଲିଉଡର ଏହି ଚର୍ଚ୍ଚିତ କଳାକାର, ମୁମ୍ବାଇ ପୋଲିସ ଦ୍ୱାରା ମାମଲା ରୁଜୁ

ଚର୍ଚ୍ଚିତ ଟିଭି ଏବଂ ଫିଲ୍ମ କଳାକାର ଶାହବାଜ୍ ଖାନଙ୍କ ବିରୁଦ୍ଧରେ ମୁମ୍ବାଇ ପୋଲିସ୍ ଅସଦାରଣ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ ତାଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ରୁଜୁ କରାଯାଇଛି। ଏଏନଆଇ ଟ୍ଵିଟ ଅନୁଯାୟୀ ଓଶିବାରା ପୋଲିସ୍ ଷ୍ଟେସନରେ…

‘ଯେତେ ମାରିବ ହର୍ଣ୍ଣ, ଟ୍ରାଫିକରେ ସେତେ ଅଧିକ କରିବ ଅପେକ୍ଷା’, ଶବ୍ଦ ପ୍ରଦୂଷଣ ଉପରେ ଲଗାମ ଲଗାଇବାର ପୋଲିସର…

ମୁମ୍ବାଇ ଟ୍ରାଫିକ୍‌ ପୋଲିସ ରାସ୍ତାରେ ବିନା କାରଣରେ ହର୍ଣ୍ଣ ବଜାଉଥିବା ଲୋକଙ୍କ ଉପରେ ଲଗାମ ଲଗାଇବା ପାଇଁ ଏକ ବହୁତ ଖାସ୍‌ ପ୍ଲାନ କରିଛନ୍ତି। କିଛି ଗାଡି ଚାଳକ ସିଗନାଲ ରେଡ ହେବା ପରେ ମଧ୍ୟ ହର୍ଣ୍ଣ ବଜାଇଥାନ୍ତି, ଯେଉଁ କାରଣରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ଦେଶର ଆର୍ଥିକ ରାଜଧାନୀରେ…

ଏଭଳି ପୋଲିସକୁ ସଲାମ୍, ଏକାକୀ ବୋଲି ଦୀର୍ଘ ବର୍ଷ ଧରି ଏହି ବରିଷ୍ଠ ମହିଳାଙ୍କ ପାଳନ କରିଆସୁଛି ଜନ୍ମଦିନ

ଅନେକ ସମୟରେ ଆମେ ପୋଲିସ୍ ବିଷୟରେ ନେଗେଟିଭ୍ ଖବର ଶୁଣିଥାଉ । କିନ୍ତୁ ନୂଆ ବର୍ଷରେ ପୋଲିସକର୍ମୀଙ୍କୁ ନେଇ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କ ମନ ଖୁସି କରିଦେବ । ମାମଲାଟି ହେଉଛି ମୁମ୍ବାଇର, ଯେଉଁଠି ୮୫ ବର୍ଷୀୟା ମହିଳାଙ୍କର ଭଗବାନଙ୍କ ପରେ କେବଳ ମୁମ୍ବାଇ ପୋଲିସ୍ ହିଁ ସାହାରା । ଲଲିତା…