Below header
Browsing Tag

mumbai power supply failure

ଗ୍ରୀଡ୍‌ ଫେଲ୍‌ ଯୋଗୁଁ ଅନ୍ଧକାରରେ ମାୟା ନଗରୀ ମୁମ୍ବାଇ: ଅଟକିଛି ଲୋକାଲ ଟ୍ରେନ୍‌, ବନ୍ଦ ରହିଛି ପେଟ୍ରୋଲ ପମ୍ପ

ମୁମ୍ବାଇ: ଅନ୍ଧାରରେ ମୁମ୍ବାଇ। ଅନ୍ଧକାରରେ ମାୟା ନଗରୀ । ଗ୍ରୀଡ୍‌ ଫେଲ୍‌ ଯୋଗୁଁ କୋଲବା, ବାନ୍ଦ୍ରା ଓ ଥାଣେ ସମେତ ଅନେକ ଅଞ୍ଚଳରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଛି । ଲୋକାଲ ଟ୍ରେନ୍‌ ଅଟକି ରହିଥିବା ବେଳେ ପେଟ୍ରୋଲ ପମ୍ପ ବନ୍ଦ ରହିଛି । ମୁମ୍ବାଇର ପୂର୍ବ, ପଶ୍ଚିମ, ଉପନଗର ଓ ଥାନେର…