ସ୍ୱାମୀଙ୍କ ପାଖରୁ କାମ ଶିଖି ଏବେ ସୁନ୍ଦର ସୁନ୍ଦର ମୂର୍ତ୍ତୀ ତିଆରି କରୁଛନ୍ତି ‘ସୁମିତ୍ରା’
ଉଦଳା: ନାରୀ ଆଜିକା ସମୟରେ କୌଣସି ଗୁଣରେ କମ୍ ନୁହଁନ୍ତି । ଏ ଉକ୍ତିର ପ୍ରମାଣ ଦେବା ଆଉ ଏ ସମୟରେ ଆବଶ୍ୟକତା ହିଁ ନାହିଁ । କାହିଁକି ନା ଆଜି ନାରୀ ନିଜର ପାରଦର୍ଶିତା ସବୁ ସ୍ଥାନରେ ଦେଖାଇସାରିଛି । ପାଠ ଠାରୁ ନେଇ ସାଠ । ଘର ଠାରୁ ନେଇ ବାହାର ସବୁଠି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି…