Browsing Tag

muslim organizations

ରାମ ମନ୍ଦିର ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା ଦେବେ ଆସାମର ଦୁଇ ମୁସଲିମ୍‌ ସଂଗଠନ

ଅଯୋଧ୍ୟା ବିବାଦରେ ସୁପ୍ରିମ କୋର୍ଟ ନିଷ୍ପତି ନେବା ପରେ ଆସାମର ଦୁଇ ମୁସଲିମ୍‌ ସଂଗଠନ ରାମ ମନ୍ଦିର ନିର୍ମାଣ କରିବା ପାଇଁ ୬ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି। ଜିଏସପିଏର ବ୍ୟାନରରେ ୨୧ ଜଣ ମୁସଲିମ୍‌ ସଂଗଠନ ସାମିଲ୍‌ ହୋଇଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ଛାତ୍ର ସଂଗଠନ ଅଲ…