Below header
Browsing Tag

naba jaubana besha

ଆସନ୍ତା ୧୯ ତାରିଖରେ ନବଯୌବନ ଦର୍ଶନ, ସୁରକ୍ଷା ଦାୟିତ୍ୱରେ ରହିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ (କେନ୍ୟୁଜ): ଆସନ୍ତା ୧୯ ତାରିଖରେ ନବଯୌବନ ଦର୍ଶନ। ଏଥିପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି। ସୁରକ୍ଷା ଦାୟିତ୍ୱରେ ୭୦ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ଦାୟିତ୍ୱରେ ରହିବେ। ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।…

ଆଜି ମହାପ୍ରଭୁଙ୍କ ନବଯୌବନ ବେଶ, ୧୫ ଦିନ ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ(କେନ୍ୟୁଜ): ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ୧୫ ଦିନ ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପରିମାଣିକ ଦର୍ଶନ। ଦକ୍ଷିଣଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରୁଛନ୍ତି। ସକାଳ ୯ଟାରୁ ସାଢ଼େ ୧୦ଟା ଯାଏ ସର୍ବସାଧାରଣ ଦର୍ଶନ ଚାଲିବ । ରାତି ସାଢ଼େ ୧୨ଟା…

ରଥରେ ସ୍ଥାପନ ହେଲେ ପାର୍ଶ୍ୱ ଦେବତା, ଆଜି ବୁଲିବ ଠେକରାବାଡ: ଆସନ୍ତାକାଲି ଦାରୁବ୍ରହ୍ମଙ୍କ ନବଯୌବନ ଦର୍ଶନ

ପୁରୀ(କେନ୍ୟୁଜ):ଆସନ୍ତାକାଲି ଦାରୁବ୍ରହ୍ମଙ୍କ ନବଯୌବନ ଦର୍ଶନ। ଭିତରକାଠ ନିକଟରୁ ପରିମାଣିକ ଦର୍ଶନ ଏବଂ ସାହାଣମେଲା ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ। ନୀତି ନିର୍ଘଣ୍ଟ ମୁତାବକ ଭୋର ୬ଟାରୁ ଚକା ଅପସର ହେବ। ଏହାପରେ ମଙ୍ଗଳଆଳତି ବଢି ମଇଲମ, ଅବକାଶ ଦଶ ଅବତାର ଦିଅଁଙ୍କୁ ବାହୁଡା ବିଜେ…

୧୫ଦିନର ବିରତି ପରେ ଆଜି ନବଯୌବନ ଦର୍ଶନ ଦେବେ ମହାପ୍ରଭୁ

ପୁରୀ(କେନ୍ଯୁଜ୍): ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ୧୫ଦିନ ଅଣସରରେ ଥିବା ମହାପ୍ରଭୁ ଆଜି ନବଯୌବନ ପ୍ରାପ୍ତି ହୋଇ ଦର୍ଶନ ଦେବାର ପରମ୍ପରା ରହିଛି। ସୁସ୍ଥ ହୋଇଥିବା ଶ୍ରୀବିଗ୍ରହମାନଙ୍କୁ ଗତକାଲି ଓ ଆଜି ଭୋରୁ ଦତ୍ତମହାପାତ୍ର ସେବାୟତମାନେ ବନକଲାଗି କରିଛନ୍ତି । ମହାପ୍ରଭୁଙ୍କ ଶ୍ରୀମୁଖ…