Browsing Tag

nabarangpur news

ନବରଙ୍ଗପୁରରେ ଅଭାବନୀୟ ଘଟଣା, ଭଣଜାର ଠେଙ୍ଗା ମାଡ଼ରେ ମାମୁଁର ମୃତ୍ୟୁ

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ରେଭିନ୍ୟୁ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ଭଣଜାର ଠେଙ୍ଗା ମାଡ଼ରେ ମାମୁଁର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଡାବୁଗାଁ ସଦର ରେଭିନ୍ୟୁ ସାହିର ଗୌରଚନ୍ଦ୍ର ଗୌଡ (୪୮)। ଏ ନେଇ ଡାବୁଗାଁ ଥାନାରେ ମୃତ ଗୌର ଚନ୍ଦ୍ର ଗୌଡର ଝିଅ ଗୁଞ୍ଜି…

ପାଞ୍ଚ ଦିନର ଶିଶୁକୁ ଚେଙ୍କ ଚିକିତ୍ସା, ଗୁରୁତର ଅବସ୍ଥାରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ନବରଙ୍ଗପୁର: ଆଜିର ଆଧୁନିକତା ଦୁନିଆରେ ମଣିଷ ଚନ୍ଦ୍ରରେ ପାଦ ଥାପି ସାରିଥିବାବେଳେ ଏବେବି କିଛି ଲୋକ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଅମାନଷୁକ କାର୍ଯ୍ଯକଳାପ ଭିଆଉଛନ୍ତି । ଯାହା ଅତି ଦୟନୀୟ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଗମ୍ଭାରୀଗୁଡା ପଞ୍ଚାୟତ ମୋତିଗାଁରେ ।…

ନବରଙ୍ଗପୁର: ରାଇଘର କୁମୁଲି ଗାଁରେ ଅଭାବନୀୟ ଘଟଣା, ବାପାର ଶାବଳ ମାଡରେ ପୁଅର ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁମୁଲି ଗ୍ରାମ ଛକ ନିକଟରେ ଏକ ଲୋମହର୍ଷଣକାରୀ ହତ୍ଯାକାଣ୍ଡ ଘଟିଯାଇଛି l ଘରୋଇ କଳହକୁ ନେଇ ବାପାର ଶାବଳ ଚୋଟରେ ପୁଅର ମୃତ୍ୟୁ ହୋଇଛି । ତେବେ ଗତକାଲି ରାତି ୧୨ ଟା ସମୟରେ ଏହି ହତ୍ଯାକାଣ୍ଡ ଘଟିଥିଲା । ସୂଚନା ଅନୁଯାୟୀ, ବାପା…

ନବରଙ୍ଗପୁର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ

ନବରଙ୍ଗପୁର: କରୋନା ଭାଇରସ୍ ପ୍ରଭାବିତ ଜିଲ୍ଲା ତାଲିକାରେ ନବରଙ୍ଗପୁର। ରାଜ୍ୟର ନବରଙ୍ଗପୁର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ଜିଲ୍ଲାର ଜଣେ ୨୦ ବର୍ଷ ବୟସ୍କା ପୁରୁଷଙ୍କ ରିପୋର୍ଟ  ପଜିଟିଭ୍ ଆସିଛି। ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ସୂଚନା…

ନବରଙ୍ଗପୁରରେ ଗୁଜବ: ସମୁଦ୍ର ଶୁଖିବାକୁ ଲାଗିଲାଣି, ଆଉ ମିଳିବନି ଲୁଣ

ନବରଙ୍ଗପୁର (କେ ନ୍ୟୁଜ୍‌) : କୁହାଯାଏ, ଗୁଜବର ହାତ, ଗୋଡ଼ କି କାନ ନଥାଏ । ସେ କେଉଁଠୁ ଆସି କେଉଁଠି ପହଞ୍ଚେ ତାର ଠିକଣା ନାହିଁ । ଗତକାଲି କଟକ ସହରରେ ଏମିତି ଗୋଟିଏ ଗୁଜବ ଯୋଗୁଁ ଦିନ ୨ଟା ବେଳୁ ଦୋକାନ ବଜାର ବନ୍ଦ ହୋଇ ଯାଇଥିଲା ଆଜି ଏହାଠାରୁ ଆହୁରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।…