ପୁରୀ: ନାଗାର୍ଜୁନ ବେଶରୁ ଗାୟବ ହୋଇଥିବା ଚନ୍ଦ୍ରସୂର୍ଯ୍ୟ ମହାପ୍ରଭୁଙ୍କ ବେଶ ସାମଗ୍ରୀର ଅଂଶବିଶେଷ ନୁହେଁ, ନୀତି…
ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶରୁ ଗାୟବ ହୋଇଥିବା ଚନ୍ଦ୍ରସୂର୍ଯ୍ୟ ମହାପ୍ରଭୁଙ୍କ ବେଶ ସାମଗ୍ରୀର ଅଂଶବିଶେଷ ନୁହେଁ । ଅତିରିକ୍ତ ଭାବେ ଦୁଇସେଟ୍ ଚନ୍ଦ୍ରସୂର୍ଯ୍ୟ ର୍ନିମାଣ କରିଥିଲେ କାରିଗର । ଏହି ଚନ୍ଦ୍ରସୂର୍ଯ୍ୟକୁ ମହାପ୍ରଭୁଙ୍କୁ ଲାଗି କରାଯାଇନଥିଲା। ଦୁଇଜଣ…