ସମ୍ବଲପୁର ଶାସନ ଥାନା ନିକଟରୁ ଅପହୃତ ବ୍ୟବସାୟୀ ନରେଶ ଅଗ୍ରଓ୍ଵାଲ୍ ହୀରାକୁଦରୁ ଉଦ୍ଧାର
ସମ୍ବଲପୁର : ସମ୍ବଲପୁର ଶାସନ ଥାନା ନିକଟରୁ ଅପହୃତ ବ୍ୟବସାୟୀ ହୀରାକୁଦରୁ ଉଦ୍ଧାର । ଅପହରଣର ଖୁବ୍ କମ୍ ସମୟ ଭିତରେ ବ୍ୟବସାୟୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ । ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ଆସିବା ପରେ ଏସ୍ଡିପିଓଙ୍କ ନେତୃତ୍ୱରେ ୫ଟି ଟିମ୍ ଗଠନ କରାଯାଇ…