Below header
Browsing Tag

nasa satalites

୩୮ ବର୍ଷ ଯାତ୍ରା ପରେ କାଲି ମହାକାଶରୁ ଖସିବ ନାସା ସାଟେଲାଇଟ୍‌, ଭଗ୍ନାବଶେଷ କାହାରି ଉପରେ ପଡ଼ିବା ସମ୍ଭାବନା ନାହିଁ

କେନ୍ୟୁଜ୍(ବ୍ୟୁରୋ): ଆକାଶରୁ ଖସିବ ନାସା ସାଟେଲାଇଟ୍‌। ଆସନ୍ତାକାଲି ୩୮ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଏହି ପୁରୁଣା ଉପଗ୍ରହର ଆୟୁଷ ଆସନ୍ତାକାଲି ସରୁଛି । ଏହି ସାଟେଲାଉଇଟ୍‌ ଦ ଆର୍ଥ ରାଡିଏସନ୍‌ ବଜେଟ ସାଟେଲାଇଟ୍‌ ଇଆରବିଏସ ନାମରେ ଜଣାଶୁଣା । ୧୯୮୪ରେ ନାସା ଦ୍ୱାରା ସ୍ପେସ୍‌ ସଟଲ୍‌…