ପ୍ରଖର ହେଉଛି ସୂର୍ଯ୍ୟ ଶକ୍ତି, ନାସାର ବୈଜ୍ଞାନିକମାନେ ଦେଲେ ଭୟଙ୍କର ଚେତାବନୀ
ଆଗକୁ ହେବ ଭୟଙ୍କର ଗରମ । ସହି ହେବନି ତାତି । ପାଣି ଟପ ଟପ ଫୁଟିବ କି ? ଅକାଳରେ ମରୁଡ଼ି ପଡିବ କି ? । ହଁ ଦର୍ଶକବନ୍ଧୁ ପାଖେଇ ଆସୁଛନ୍ତି ସୂର୍ଯ୍ୟ । ତ୍ରାହି ତ୍ରାହି ଡାକିବେ ବିଶ୍ୱବାସୀ । ଆହୁରି ଶକ୍ତିଶାଳୀ ହେଉଛନ୍ତି ସୂର୍ଯ୍ୟ । ନାସାର ବୈଜ୍ଞାନିକମାନେ ଦେଲେ ଭୟଙ୍କର ଚେତାବନୀ ।…