Below header
Browsing Tag

Natmandap repair

ଆଜିଠୁ ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ମରାମତି, ପ୍ରତିଦିନ ଅପରାହ୍ନ ଗୋଟାଏରୁ ସନ୍ଧ୍ୟା ୭ ଯାଏଁ ଚାଲିବ କାମ

ପୁରୀ (କେନ୍ୟୁଜ): ଆଜିଠୁ ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ମରାମତି । ଫାଟ ସୃଷ୍ଟି ହୋଇଥିବା ସ୍ଥାନକୁ ମରାମତି କରାଯିବ । ମୁଖ୍ୟ ବିମ୍ ଫାଟ ମରାମତି ପାଇଁ ଭାରା ବନ୍ଧାଯିବ। ଲଗାଯିବ ୪ଟି ଷ୍ଟେନ୍ ଲେସ ଷ୍ଟିଲ ବିମ । ଆଜିଠାରୁ ୧୯ ତାରିଖ ଯାଏ ଚାଲିବ ନାଟମଣ୍ଡପ ବିମ୍ ମରାମତି କାମ । ଏହି…

ଆରମ୍ଭ ହୋଇନି ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି: ଅପରାହ୍ନ ୪ଟାରେ ବସିବ ବୈଠକ

ପୁରୀ (କେନ୍ୟୁଜ): ଆଜି ଆରମ୍ଭ ହୋଇନି ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି। ଅପରାହ୍ନ ୪ଟାରେ ଶ୍ରୀମନ୍ଦିର ପ୍ରଶାସନ ସହ ASI ଅଧିକାରୀଙ୍କ ବୈଠକ ବସି ଆଲୋଚନା କରାଯିବ। ବୈଠକ ପରେ କାମ କେମିତି ଓ କେତେବେଳେ ମରାମତି କାମ କରାଯିବ ତାହା ଚୂଡାନ୍ତ ହେବ। ମହାଧାର୍ମିକ କାର୍ତ୍ତିକ ମାସ ପାଇଁ…