ପ୍ରକୃତିର କରାଳ ରୂପ, ଉତ୍ତରପ୍ରଦେଶରେ ବନ୍ୟା ଉତ୍ତରକାଶୀରେ ବାଦଲଫଟା ବର୍ଷା
ବଡ଼ ବନ୍ୟା ଆସି ସବୁକିଛି ଉଜାଡ଼ି ଦେଲା । ଅଣ୍ଟା ଉଚ୍ଚ ପାଣିରେ ଶିଶୁକୁ ବଞ୍ଚାଇଵାକୁ ବାପା ମା'ଙ୍କ ପ୍ରଵଳ ଉଦ୍ୟମ । ଏ ଦୃଶ୍ୟ ଦେଖିଲେ ଧର୍ଯ୍ୟ ରହୁନି । ପ୍ରବଳ ବର୍ଷାରେ ବେହାଲ ହେଲା ରାଜ୍ୟ । ୧୭ ଜିଲ୍ଲା ପ୍ରଭାବିତ । ୧୨ ଜିଲ୍ଲାରେ ୧୧ ଜଣିଆ ମନ୍ତ୍ରୀ ଦଳ ମୁତୟନ କଲେ ମୁଖ୍ୟମନ୍ତ୍ରୀ ।…