Browsing Tag

naveen niwas

ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା, ସାଙ୍ଗଠନିକ ନିର୍ବାଚନ ସଂପର୍କରେ ଆଲୋଚନା

ଭୁବନେଶ୍ୱର : ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା । ନବୀନଙ୍କୁ ଭେଟିଲେ ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂଦେଓ, ପ୍ରତାପ ଦେବ, କଳିକେଶ ନାରାୟଣ ସିଂହଦେଓ, ଅରୁଣ ସାହୁ, ସଂଜୟ ଦାସ ବର୍ମାଙ୍କ ଭଳି ବରିଷ୍ଠ ନେତା। ସାଂଗଠନିକ କାର୍ଯ୍ୟକ୍ରମକୁ ନେଇ ନବୀନଙ୍କୁ ଭେଟିଛନ୍ତି । ସାଙ୍ଗଠନିକ…

ନବୀନ ନିବାସରେ ବିରୋଧୀଦଳ ନେତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ସର୍ବଦଳୀୟ ବୈଠକ ପାଇଁ କଲେ ନିମନ୍ତ୍ରଣ

ଭୁବନେଶ୍ୱର : ବିଧାନସଭା ପୂର୍ବରୁ ଗଠନମୂଳକ ସହଯୋଗ ଲୋଡିଲେ ମୋହନ ସରକାର । ନବୀନ ନିବାସ ଯାଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଏହାସହ ବିଧାନସଭାର ସମସ୍ତ କାର୍ଯ୍ୟ ଦିବସରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି…

ନବୀନ ନିବାସରେ ଭୋଗରାଇ ବିଧାୟକ, ପୁଅ ପାଇଁ ଟିକେଟ ଆଶାରେ ସମର୍ଥକଙ୍କୁ ନେଇ ପହଁଚିଲେ

ଭୁବନେଶ୍ୱର : ନବୀନ ନିବାସରେ ଭୋଗରାଇ ବିଧାୟକ ଅନନ୍ତ ଦାସ l ପୁଅ ପାଇଁ ଟିକେଟ ଆଶାରେ ସମର୍ଥକଙ୍କୁ ନେଇ ପହଁଚିଲେ ଅନନ୍ତ ଦାସ l ପୁଅ ଅଭିଜିତ ଦାସଙ୍କ ସହ ନବୀନ ନୀବାସକୁ ଯାଇଥିଲେ । ଏବେ ସୁଦ୍ଧା ଭୋଗରାଇ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । ତେଣୁ ପୁଅ ପାଇଁ ଲବି କରିଛନ୍ତି…

ନବୀନ ନିବାସରେ କଳାକାର, ନିର୍ବାଚନ ପ୍ରଚାରକୁ ଓହ୍ଲାଇବେ କି କଳାକାର ?

ଭୁବନେଶ୍ୱର : ବିଜେଡି ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଜଣାଶୁଣା ଓଲିଉଡ ଷ୍ଟାର । ୨୪ ନିର୍ବାଚନରେ ସିନେ ଷ୍ଟାରଙ୍କୁ ବିଜେଡି ପ୍ରାର୍ଥୀ କରିନଥିଲେ ମଧ୍ୟ ସେମାନେ ପ୍ରଚାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ । ଅଧିକରୁ ଅଧିକ ସମର୍ଥନ ଯୋଗାଡ଼ ପାଇଁ ପ୍ରୟାସ କରିବେ । ଏଥିସହ ଲୋକଙ୍କ…

ଆଜି ନବୀନ ନିବାସରେ ଗୁରୁତ୍ବପୂର୍ଣ୍ଣ ବୈଠକ, ଉପସ୍ଥିତ ରହିବେ ବିଜେଡିର ବହୁ ବରିଷ୍ଠ ନେତା

ଭୁବନେଶ୍ୱର (କେନ୍ୟୁଜ): ୨୪ ପାଇଁ କସରତ । ରଣନୀତି ପ୍ରସ୍ତୁତ କରିବ ବିଜେଡି । ନବୀନ ନିବାସରେ ହେବ ୨୪ ନିର୍ବାଚନର ବ୍ଲୁ ପ୍ରିଣ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ ଡାକିଛନ୍ତି । ଅପରାହ୍ଣ ୩ଟା ୩୦ରେ ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିରେ ବିଜେଡିର ବହୁ ବରିଷ୍ଠ…

ନବୀନଙ୍କ ଗୁରୁମନ୍ତ୍ର: ଦଳୀୟ କର୍ମୀଙ୍କୁ ଦିଆଯାଇଥିବା ଦାୟିତ୍ୱର ସମୀକ୍ଷା କଲେ ସୁପ୍ରିମୋ

ଭୁବନେଶ୍ୱର (କେନ୍ୟୁଜ): ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର। ପର୍ଯ୍ୟବେକ୍ଷକଙ୍କୁ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ତୃଣମୂଳ ସ୍ତରରେ ସାଙ୍ଗଠନିକ ସ୍ଥିତି ନେଇ ହୋଇଛି ଆଲୋଚନା । ଦଳୀୟ କର୍ମୀମାନଙ୍କୁ ଦିଆଯାଇଥିବା ଦାୟିତ୍ୱର ସମୀକ୍ଷା କରିଛନ୍ତି ସୁପ୍ରିମୋ । ନବୀନ…

ନବୀନ ନିବାସରେ ଅଣପୌଚାରିକ ବୈଠକ, ବିଜେଡିର ସବୁ ନୂଆ ପୁରୁଣା ବିଧାୟକଙ୍କୁ ଡାକିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ସମସ୍ତ ବିଧାୟକଙ୍କୁ ନବୀନ ନିବାସ ଡାକିଲେ ମୁଖ୍ୟମନ୍ତ୍ରୀ। ସକାଳ ସାଢେ ୯ଟାରେ ସମସ୍ତ ନୂଆ ବିଧାୟକଙ୍କୁ ନବୀନ ନିବାସରେ ପହଞ୍ଚିବାକୁ କୁହାଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ସଂଗଠନକୁ ସୁଦୃଢ କରିବା ପ୍ରସଙ୍ଗରେ…

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଟିକେଟ ପାଇଁ ନବିନ ନିବାସରେ ଭିଡ

ଭୁବନେଶ୍ବର (କେନ୍ୟୁଜ୍) : ତୃତୀୟ ଓ ଚତୁର୍ଥ ପର‌୍ୟ୍ୟାୟର ଆଉ ୧୮ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଏହା ପରେ ଆଜି ଟିକେଟ୍ ନେବା ପାଇଁ ନବୀନ ନିବାସରେ ପ୍ରାର୍ଥୀଙ୍କ ଭିଡ ଜମୁଛି । ନିଜ ନିଜ ଆସନ ପାଇଁ ଟିକେଟ୍ ନେଇ ଯାଉଛନ୍ତି ପ୍ରାର୍ଥୀ । ସୋର ବିଧାୟକ ପ୍ରାର୍ଥୀ…