Below header

ନବୀନଙ୍କ ଗୁରୁମନ୍ତ୍ର: ଦଳୀୟ କର୍ମୀଙ୍କୁ ଦିଆଯାଇଥିବା ଦାୟିତ୍ୱର ସମୀକ୍ଷା କଲେ ସୁପ୍ରିମୋ

ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର। ପର୍ଯ୍ୟବେକ୍ଷକଙ୍କୁ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଅତନୁ ସବ୍ୟସାଚୀ, ଅରୁଣ ସାହୁ, ଦେବୀ ମିଶ୍ର ଓ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର। ପର୍ଯ୍ୟବେକ୍ଷକଙ୍କୁ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ତୃଣମୂଳ ସ୍ତରରେ ସାଙ୍ଗଠନିକ ସ୍ଥିତି ନେଇ ହୋଇଛି ଆଲୋଚନା । ଦଳୀୟ କର୍ମୀମାନଙ୍କୁ ଦିଆଯାଇଥିବା ଦାୟିତ୍ୱର ସମୀକ୍ଷା କରିଛନ୍ତି ସୁପ୍ରିମୋ । ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବାକି ସାଙ୍ଗଠନିକ କାମ ଶେଷ କରିବାକୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଅତନୁ ସବ୍ୟସାଚୀ, ଅରୁଣ ସାହୁ, ଦେବୀ ମିଶ୍ର ଓ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.