Browsing Tag

naxals arrested

ଦାନ୍ତେୱାଡାରେ ନକ୍ସଲ ଆକ୍ରମଣ ଘଟଣାରେ ୭ ନକ୍ସଲ ଗିରଫ

ଦାନ୍ତେୱାଡାରେ ନକ୍ସଲ ଆକ୍ରମଣ ଘଟଣାରେ ୭ ନକ୍ସଲ ଗିରଫ। ୭ଜଣଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି। ୩ ନାବାଳକଙ୍କୁ ଜୁଭେନାଇଲ ହୋମକୁ ପଠାଇ ଦିଆଯାଇଛି। ଅନ୍ୟ ୪ ଅଭିଯୁକ୍ତଙ୍କୁ ଜେଲକୁ ପଠାଇଦିଆଯାଇଛି। ଏପ୍ରିଲ ୨୬ ତାରିଖରେ ଛତିଶଗଡ଼ ଦାନ୍ତେୱାଡ଼ାର ଅରନପୁରରେ ନକ୍ସଲଙ୍କ ଆମ୍ବୁସ ଆକ୍ରମଣରେ…