Browsing Tag

nayagarh pari murder case

କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ୱରେ ଆଜି ନୟାଗଡ଼ ଯିବ ଟିମ୍‌, ପରୀ ପରିବାର ଲୋକଙ୍କ ସହ କରିବେ ଆଲୋଚନା

ନୟାଗଡ଼ : ଆଜି ନୟାଗଡ଼ ଯିବ କଂଗ୍ରେସ ଟିମ୍‌ । କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ୱରେ ଏକ ଟିମ୍‌ ଯଦୁପୁର ଯାଇ ପରୀ ପରିବାରକୁ ଭେଟିବ । ଏହି ଟିମ୍‌ରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ସାମିଲ ହେବେ…

ଜୁଲାଇ ମାସରୁ ଘଟିଲାଣି ଘଟଣା, ଏଯାଏ କାହିଁକି ଅଭିଯୁକ୍ତଙ୍କୁ କରାଯାଇନାହିଁ ଗିରଫ : ହାଇକୋର୍ଟ

ଭୁବନେଶ୍ବର: ପରୀ ହତ୍ୟା ମାମଲାର ତଦନ୍ତ ନେଇ ହାଇକୋର୍ଟ କ୍ଷୁବ୍ଧ । ଜୁଲାଇ ମାସରୁ ଘଟଣା ଘଟିଲାଣି, ଅଭିଯୁକ୍ତଙ୍କୁ ଏଯାଏ କାହିଁକି ଗିରଫ କରାଯାଇନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏହାସହ ପରୀ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।…

ପରୀ ହତ୍ୟା ଘଟଣାରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି, ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ

ଭୁବନେଶ୍ବର: ପରୀ ହତ୍ୟା ଘଟଣାରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ । ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ଦେଇଛି ବିଜେପି । ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି ଦଳ । ‘ପରୀ’ ପରିବାରକୁ ସୁରକ୍ଷା,CBI ତଦନ୍ତ ଦାବି କଲା ଦଳ । ଗତକାଲି ବିରୋଧୀ ଦଳ…

ନୟାଗଡ଼ ନାବାଳିକା ପରୀ ହତ୍ୟା ମାମଲାରେ ତଦନ୍ତ ପାଇଁ ଗଠନ ହେଲା SIT, ନେତୃତ୍ୱ ନେବେ ଅରୁଣ ବୋଥ୍ରା

କେନ୍ୟୁଜ୍(ବ୍ୟୁରୋ): ନୟାଗଡ଼ ନାବାଳିକା ପରୀ ହତ୍ୟା ମାମଲାରେ ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ପାଞ୍ଚ ଜଣିଆ ଏସଆଇଟି ଗଠନ କରାଯାଇଛି । ଏହି ଟିମର ନେତୃତ୍ୱ ନେବେ ଆଇପିଏସ୍‌ ଅରୁଣ ବୋଥ୍ରା । ତାଙ୍କ ସହ କ୍ରାଇମବ୍ରାଞ୍ଚ ଏସପି ଆର୍‌.…

ପରୀ ହତ୍ୟା ମାମଲାର ହେବ ପୁଙ୍ଖାନୁପୁଙ୍ଖ ତଦନ୍ତ, ଖସି ଯାଇ ପାରିବେ ନାହିଁ ଦୋଷୀ : ଯଶଓ୍ଵନ୍ତ ଜେଠ୍‌ଓ୍ଵା

ନୟାଗଡ: ପରୀ ହତ୍ୟା ମାମଲାରେ ବିଭିନ୍ନ ଦିଗରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । କୌଣସି ଦୋଷୀ ଖସିଯାଇପାରିବେ ନାହିଁ । କ୍ରାଇମବ୍ରାଞ୍ଚ ତଦନ୍ତ ଆଗକୁ ବଢୁଥିବା ବେଳେ ଏଡିଜି ଯଶଓ୍ଵନ୍ତ ଜେଠ୍‌ଓ୍ଵା ସରଜମିନ ଅନୁଧ୍ୟାନ ପରେ ଏହା କହିଛନ୍ତି । ପୀଡ଼ିତାଙ୍କ ବାପା ମାଆ ଓ ଏସ୍‌ପି ଅଫିସରେ…

ନୟାଗଡ଼ରେ IPS ଯଶଓ୍ଵନ୍ତ ଜେଠ୍‌ଓ୍ଵା, ‘ପରୀ’ ମୃତ୍ୟୁ ମାମଲାର କରୁଛନ୍ତି ସରଜମିନ ତଦନ୍ତ

ନୟାଗଡ଼ : ନୟାଗଡ଼ରେ IPS ଯଶଓ୍ଵନ୍ତ ଜେଠ୍‌ଓ୍ଵା । ‘ପରୀ’ ମୃତ୍ୟୁ ମାମଲାର ତଦାରଖ କରିବେ । ବୁଧବାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରେ ଆଜି ସରଜମିନ ତଦନ୍ତ ପାଇଁ ନୟାଗଡ଼ ଯାଇଛନ୍ତି ଜେଠୱା । ଗତକାଲି ତିନି ଜଣିଆ ଟିମ୍‌ ଯଦୁପୁର ଗାଁରେ ପହଞ୍ଚିବା ପରେ ସଦର ଥାନାରୁ…