Browsing Tag

nayapalli

ଲାଞ୍ଚ ମାଗି ସସପେଣ୍ଡ ହେଲେ ନୟାପଲ୍ଲୀ ଥାନା ଏସ.ଆଇ

ଭୁବନେଶ୍ବର (କେନ୍ୟୁଜ୍): କମିଶନର ସୁଧାଂଶୁ  ସଡ଼ଙ୍ଗୀ  ଲାଞ୍ଚ ନେବା  ଅଭିଯୋଗରେ ନୟାପଲ୍ଲୀ ଥନାର ଜଣେ ଏସ, ଆଇଙ୍କୁ ନିଲମ୍ବନ କରିଛନ୍ତି।  ସୂଚନା ମୁତାବକ ଏସ.ଆଇ ସୁଧାଂଶୁ  ଶେଖର  ପରିଡା ଏକ  ଜବତ ବାଇକ ଖଲାସ କରିବା  ପାଇଁ ବାଇକ ମାଲିକଙ୍କଠାରୁ ୮୦୦୦ଟଙ୍କା  ଲାଞ୍ଚ ମାଗିଥିଲେ। …