ଲାଞ୍ଚ ମାଗି ସସପେଣ୍ଡ ହେଲେ ନୟାପଲ୍ଲୀ ଥାନା ଏସ.ଆଇ

ଭୁବନେଶ୍ବର (କେନ୍ୟୁଜ୍): କମିଶନର ସୁଧାଂଶୁ  ସଡ଼ଙ୍ଗୀ  ଲାଞ୍ଚ ନେବା  ଅଭିଯୋଗରେ ନୟାପଲ୍ଲୀ ଥନାର ଜଣେ ଏସ, ଆଇଙ୍କୁ ନିଲମ୍ବନ କରିଛନ୍ତି।  ସୂଚନା ମୁତାବକ ଏସ.ଆଇ ସୁଧାଂଶୁ  ଶେଖର  ପରିଡା ଏକ  ଜବତ ବାଇକ ଖଲାସ କରିବା  ପାଇଁ ବାଇକ ମାଲିକଙ୍କଠାରୁ ୮୦୦୦ଟଙ୍କା  ଲାଞ୍ଚ ମାଗିଥିଲେ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.