Browsing Tag

NCDRC Wrong Haircut Case

ମଡେଲଙ୍କ ହେୟାର ଷ୍ଟାଇଲ ଖରାପ କରିବା ସେଲୁନକୁ ପଡିଲା ମହଙ୍ଗା, ଏବେ ଦେବାକୁ ହେବ ୨ କୋଟି କ୍ଷତିପୂରଣ

ମହିଳାମାନେ ସାଧାରଣତଃ ସେମାନଙ୍କ କେଶକୁ ନେଇ ଖୁବ୍ ସମ୍ବେଦନଶୀଳ ରୁହନ୍ତି। କେଶର ଯତ୍ନ ନେବା ପାଇଁ ସେମାନେ ଖୁବ୍ ଅର୍ଥ ମଧ୍ୟ ଖର୍ଚ୍ଚ କରିଥାନ୍ତି। କିନ୍ତୁ ଯଦି କୌଣସି ସେଲୁନ ଭୁଲ କରି ତେବେ ସେଲୁନକୁ ତାର ପରିଣତି ଭୋଗିବାକୁ ପଡିଥାଏ। ଏମିତି ଏକ ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି।…