୧୦ମ୍ ପାସ୍ କରିଥିଲେ ତୁରନ୍ତ କରନ୍ତୁ NCL ରେ ଆବେଦନ, ଜାଣନ୍ତୁ କେମିତି କରିବେ
କରୋନା ମହାମାରୀ ଅନେକ ଲୋକଙ୍କ ଚାକିରି ଛଡାଇନେଇଛି ତ ଆଉ କେଉଁଠି କର୍ମଚାରୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ଏମିତିରେ ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନଦର୍ଣ୍ଣ କୋଲଫିଲ୍ଟସ ଲିମିଟେଡ୍ ପକ୍ଷରୁ ବମ୍ପର ନିଯୁକ୍ତି ହେଉଛି। ଅଧିକ ଜାଣିବା ପାଇଁ ଆବେଦନକାରୀ…