ଏକ୍ଜିମା ସମସ୍ୟାକୁ ଦୂର କରିବ ନିମ୍ବ ପତ୍ର
ନିମ୍ବ ଗଛ ଏକ ଔଷଧିକ ଗଛ । ଯାହା ଶରୀର ପାଇଁ ଅତି ଲାଭଦାୟକ। ନିମ୍ବ ପିତା ସତ କିନ୍ତୁ ଏହା ଶରୀର ପାଇଁ ବହୁତ ହିତକର । ଏହାକୁ ନିତିଦିନ ଖାଦ୍ୟରେ ସାମିଲ କଲେ ବିଭିନ୍ନ ମାରାତ୍ମକ ରୋଗରୁ ମୁକ୍ତି ମିଳିଥାଏ ।
ଏକଜିମା ଏକ ଇଫ୍ଲୋମେଟ୍ରୀ ତ୍ବଚା ଜନିତ ସଂକ୍ରମଣ, ଯାହାଦ୍ବାରା ତ୍ବଚା ଅତ୍ୟଧିକ…