ମଧୁମେହ ରୋଗୀମାନେ ଖାଆନ୍ତୁ ନିମ୍ବ ଫୁଲ, ଆଉ ଦେଖନ୍ତୁ ଏହାର ଫାଇଦା
ଆୟୁର୍ବେଦରେ ନିମ୍ବ ଗଛକୁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ବୋଲି କୁହାଯାଏ। ନିମ୍ବ ଗଛର ସମସ୍ତ ଅଂଶ ଫଳ, ପତ୍ର, ଛେର ଏବଂ ନିମ୍ବ ଫୁଲ ଭଳି ବିଭିନ୍ନ ରୋଗର ଉପଶମ ପାଇଁ ବ୍ୟବହୃତ ହୁଏ। ଆଜି ଆମେ ଆପଣଙ୍କୁ ନିମ୍ବ ଫୁଲର ଉପକାରିତା ବିଷୟରେ କହିବାକୁ ଯାଉଛୁ ।
ଆୟୁର୍ବେଦରେ ନିମ୍ବ ପତ୍ର ସହିତ…