Browsing Tag

NEET PG exam

ନିଟ୍ ପରୀକ୍ଷାରେ ଅଲଇଣ୍ଡିଆ ଟପ୍ପର ଓଡ଼ିଆ ପୁଅ, ସର୍ବଭାରତୀୟ ସ୍ତରରେ ହାସଲ କରିଛନ୍ତି ଏକ ନମ୍ବର ସ୍ଥାନ

କଟକ: ସର୍ବଭାରତୀୟ ନିଟ ପିଜି ପରୀକ୍ଷାରେ ଅଲଇଣ୍ଡିଆ ଟପ୍ପର ହୋଇଛି ଓଡ଼ିଆ ପୁଅ । ସାରା ଭାରତରେ ଅଢେ଼ଇ ଲକ୍ଷ ପିଲାଙ୍କୁ ପଛରେ ପକାଇ କଟକ କାଳିଗଳିର ପୋଷନ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି । ଡାକ୍ତର ବନିବ ପୁଅ । ପିନ୍ଧିବ ଧଳା ଆପ୍ରନ, ବେକରେ ପକାଇବ ଷ୍ଟେଥୋସ୍କୋପ । କାରଣ ପୁଅ ଆଜି…

ଅଗଷ୍ଟରେ ୩ରେ ହେବ NEET PG ପରୀକ୍ଷା, ସୁପ୍ରିମକୋର୍ଟ ଦେଲେ ମଞ୍ଜୁରୀ

ଜୁନ୍ ୧୫ ତାରିଖରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ଏବେ ଅଗଷ୍ଟ ୩ ତାରିଖରେ ହେବ । ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେଶନ୍ (NBE) ଇନ୍ ମେଡିକାଲ ସାଇନ୍ସେସକୁ ନିଟ୍-ପିଜି ପରୀକ୍ଷା ଅଗଷ୍ଟ ୩ ତାରିଖରେ ହେବା ନେଇ ସୁପ୍ରିମ କୋର୍ଟ ଶୁକ୍ରବାର ଅନୁମତି ଦେଇଛନ୍ତି । ପୂର୍ବରୁ ଦୁଇଟି ସିଫ୍ଟରେ…

ସ୍ଥଗିତ ରହିଲା ନିଟ୍ ପିଜି ୨୦୨୫ ପରୀକ୍ଷା, ଶୁବଶୀଘ୍ର ଘୋଷଣା ହେବ ନୂଆ ତାରିଖ

ନୂଆଦିଲ୍ଲୀ : ସ୍ଥଗିତ ହେଲା ଜୁନ ୧୫ରେ ହେବାକୁ ଥିବା ନିଟ୍ ପିଜି ୨୦୨୫ ପରୀକ୍ଷା ।  ଶୁବଶୀଘ୍ର ନୂଆ ତାରିଖ ଘୋଷଣା ହେବ। ଏ ନେଇ NBEMS ପକ୍ଷରୁ ସୂଚନା ଦିଆଯାଇଛି।  ଏହି ପରୀକ୍ଷାକୁ ଗୋଟିଏ ସିଫ୍ଟରେ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ ଇନ…

NEET PG ୨୦୨୫ ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଦୁଇଟି ନୁହେଁ ଗୋଟିଏ ସିଫ୍ଟରେ ହେବ ପରୀକ୍ଷା

NEET PG ୨୦୨୫ ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ, ନିଟ୍ ପରୀକ୍ଷା ଏବେ ଗୋଟିଏ ସିଫ୍ଟରେ ହେବ । ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନାକୁ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି କରି, ସୁପ୍ରିମକୋର୍ଟ ଗୋଟିଏ ସିଫ୍ଟରେ ପରୀକ୍ଷା କରିବାକୁ ରାୟ…

NEET PG ୨୦୨୪ ପାଇଁ ଆଡ୍‌ମିଟ କାର୍ଡ ଜାରି, ଜାଣନ୍ତୁ କେମିତି ହେବ ଡାଉନଲୋଡ୍‌

ନିଟ୍‌ ପିଜି (NEET PG) ୨୦୨୪ର ଆଡମିଟ୍ କାର୍ଡ ଜାରି କରାଯାଇଛି । ଅଗଷ୍ଟ ୧୧ରେ ହେବାକୁ ଥିବା ନିଟ୍‌ ପିଜି ପରୀକ୍ଷା ପାଇଁ ଆଜି ୮ ତାରିଖରେ ଆଡମିଟ୍ କାର୍ଡ ଜାରି ହୋଇଛି । ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପାଇଁ ଅଫିସିଆଲ୍ ୱେବସାଇଟ୍ nbe.edu.inକୁ ଭିଜିଟ୍‌ କରିପାରିବେ…

ଅଗଷ୍ଟ ୧୧ରେ NEET PG ପରୀକ୍ଷା, ରହିବ ଦୁଇଟି ଶିଫ୍ଟ

ଘୋଷଣା ହେଲା NEET PG ପରୀକ୍ଷା ତାରିଖ । ନ୍ୟାସନାଲ ବୋର୍ଡ ଅଫ୍‌ ଏଗ୍‌ଜାମିନେଶନ ଇନ୍‌ ମେଡିକାଲ୍‌ ସାଇନ୍ସେଜ୍‌ (NBEMS) ନିଟ୍‌ ପିଜିର ନୂଆ ପରୀକ୍ଷା ତାରିଖ ନେଇ ବିଜ୍ଞପ୍ତି ଜାରି କରିଛି । ଅଗଷ୍ଟ ୧୧ରେ ପରୀକ୍ଷା ଆୟୋଜନ ହେବ । ଦୁଇଟି ଶିଫ୍ଟରେ ପରୀକ୍ଷା କରାଯିବ । ଏସ୍‌ଓପି ଏବଂ…

NEET PG ପରୀକ୍ଷା ଉପରେ ନଜର ରଖିବ ଗୃହ ମନ୍ତ୍ରଣାଳୟ, ପରୀକ୍ଷାର ଠିକ୍‌ ୨ ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର

ନିଟ୍‌ ପିଜି (NEET PG) ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପ୍‌ଡେଟ୍‌ । ପରୀକ୍ଷାର ଠିକ୍‌ ଦୁଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ । ଗୃହ ମନ୍ତ୍ରଣାଳୟ ପରୀକ୍ଷା ଉପରେ ନଜର ରଖିଛି । ଏହି ପରୀକ୍ଷା ପାଇଁ ଗୃହ ମନ୍ତ୍ରଣାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।…

NEET-PG ପ୍ରବେଶିକା ପରୀକ୍ଷା ସ୍ଥଗିତ, ଖୁବଶୀଘ୍ର ଘୋଷଣା ହେବ ପରବର୍ତ୍ତୀ ତାରିଖ

ଆଜି ହେବାକୁ ଥିବା NEET-PG ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଖୁବଶୀଘ୍ର ପରବର୍ତ୍ତୀ ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା ହେବ । ମ୍ପିଟେଟିଭ୍ ପରୀକ୍ଷାର ପେପର ଲିକ୍ ଅଭିଯୋଗକୁ ଦୃଷ୍ଟିରେ ରଖି ମେଡିକାଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଏନଟିଏ ଦ୍ୱାରା ପରିଚାଳିତ ନିଟ୍-ପିଜି…

ଜୁଲାଇରେ NEET PG ପରୀକ୍ଷା, ଚଳିତବର୍ଷ ହେବନି NExT ପରୀକ୍ଷା

ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ-ପିଜି(NEET-PG) ୨୦୨୪ ପରୀକ୍ଷା ଜୁଲାଇରେ ହେବ । ପରୀକ୍ଷା ହେବା ପରେ କାଉନସିଲିଂର ଆୟୋଜନ ଅଗଷ୍ଟ ମାସରେ ହେବ । ନ୍ୟାସନାଲ ଏଗଜିଟ ଟେଷ୍ଟ ୨୦୨୪ ଚଳିତବର୍ଷ ହେବ ନାହିଁ । ତେବେ ନିଟ୍‌ ପିଜି ୨୦୨୪ ପରୀକ୍ଷା ଜୁଲାଇରେ ହେବାକୁ ଥିବା ବେଳେ…

ଚଳିତବର୍ଷ ନିଟ୍‌ ପିଜି-୨୦୨୨ ପରୀକ୍ଷା ସ୍ଥଗିତ, ନିଷ୍ପତ୍ତି ନେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଚଳିତବର୍ଷ ନିଟ୍‌ ପିଜି-୨୦୨୨ ପରୀକ୍ଷା ସ୍ଥଗିତ। ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ନେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପୂର୍ବରୁ ମାର୍ଚ୍ଚ ୧୨ ତାରିଖରେ ନିଟ୍‌ ପିଜି ପରୀକ୍ଷା କରିବାକୁ ସ୍ଥିର କରାଯାଇଥିଲା। ପରୀକ୍ଷା…