Browsing Tag

neha bhatia started organic farming

ଲଣ୍ଡନରୁ ଚାକିରି ଛାଡି ଆରମ୍ଭ କରିଥିଲେ ଫାର୍ମିଂ, ବାର୍ଷିକ ୬୦ ଲକ୍ଷ ଟଙ୍କା କରୁଛନ୍ତି ରୋଜଗାର

ଦୃଢ଼ ଇଚ୍ଛା ଶକ୍ତି ପାଖରେ ସବୁ କିଛି ହାର ମାନିଥାଏ । କିଛି କରିବା ସହ ଅନ୍ୟମାନଙ୍କୁ ରୋଜଗାର ପନ୍ଥା ଦେବା ଇଚ୍ଛାରେ ଚାକିରି ଛାଡି ଆସିଥିଲେ ଲଣ୍ଡନରୁ । ଆଜି ସେ ତାଙ୍କ ଲକ୍ଷ୍ୟରେ ସଫଳ ହୋଇଛନ୍ତି । ନିଜେ ବାର୍ଷିକ ୬୦ ଲକ୍ଷ ଟଙ୍କା ରୋଜଗାର କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର…