Browsing Tag

neighbors attacked

ଗଣ୍ଡଗୋଳ ନେଲା ଉଗ୍ରରୂପ: ଗୋଡାଇ ଗୋଡାଇ କାଠ ଫାଳିଆରେ ପଡୋଶୀକୁ କଲେ ଆକ୍ରମଣ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ନାଚିନ୍ଦା ଗ୍ରାମରେ ଜମି ବାଡି ବିବାଦକୁ କେନ୍ଦ୍ର କରି ଦୁଇ ପଡୋଶୀ ମଧ୍ୟରେ ଗଣ୍ଡଗୋଳ। ତେବେ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ନାଚିନ୍ଦା ଗ୍ରାମର ଶ୍ରୀଧର ନାଗ ଓ ତାଙ୍କର ଦୁଇ ପୁଅ ପଡୋଶୀ ଗୌରାଙ୍ଗ ନନ୍ଦ କୁ ଏକ କାଠ ଫାଳିଆରେ…