ସମସ୍ତ ଭାରତୀୟ ବେସରକାରୀ ନ୍ୟୁଜ ଚ୍ୟାନେଲ ପ୍ରସାରଣ ଉପରେ ନେପାଳରେ ଲାଗିଲା ରୋକ
ଭାରତ ସହିତ ତିକ୍ତ ସମ୍ପର୍କ ଚାଲିଥିବା ବେଳେ ନେପାଳର କେବଲ ଅପରେଟର୍ସ ମାନେ ନିଜ ଦେଶରେ ସମସ୍ତ ଭାରତୀୟ ବେସରକାରୀ ଚ୍ୟାନେଲ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ ଏହି ପ୍ରତିବନ୍ଧ ସରକାରୀ ଚ୍ୟାନେଲ ଦୂରଦର୍ଶନ ଉପରେ ଲାଗୁ ହୋଇନାହିଁ । ଭାରତୀୟ ନ୍ୟୁଜ ଚ୍ୟାନେଲ ଦ୍ୱାରା ନେପାଳର…