50Mbps ସ୍ପିଡ଼ ସହ BSNL ଲଞ୍ଚ କଲା ତିନିଟି ନୂଆ ପ୍ଲାନ, ଜାଣନ୍ତୁ କଣ ରହିଛି ଫାଇଦା
ଭାରତ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ନିଜ ବ୍ରଡ଼ବ୍ୟାଣ୍ଡ ଗ୍ରାହକଙ୍କ ପାଇଁ ତିନିଟି ନୂଆ ବ୍ରଡ଼ବ୍ୟାଣ୍ଡ ପ୍ଲାନ ଲଞ୍ଚ କରିଛି । କମ୍ପାନୀ ତରଫରୁ ଜାରି ହୋଇଥିବା ଏହି ନୂଆ ପ୍ଲାନରେ ଗ୍ରାହକ ମାନଙ୍କୁ 50Mbps ପର୍ଯ୍ୟନ୍ତର ଡାଟା ସ୍ପୀଡ ମିଳି ଯାଇପାରିବ । କିନ୍ତୁ ଏହି ନୂଆ ପ୍ଲାନ…