Below header
Browsing Tag

new corona cases in country

ଦିନକୁ ଦିନ ଦେଶରେ ବଢିବାକୁ ଲାଗିଛି କରୋନା ସଂକ୍ରମଣ, ସାଢ଼େ ୩ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ

ଦେଶରେ ସାଢ଼େ ୩ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ । ଲଗାତର ଚତୁର୍ଥ ଦିନ ପାଇଁ ୩ ଲକ୍ଷ ଉପରେ କରୋନା ପଜିଟିଭ୍ ସଂଖ୍ୟା ଚିହ୍ନଟ ହୋଇଛନ୍ତି । ସେହିଭଳି ପଞ୍ଚମ ଦିନ ପାଇଁ ୨୦୦୦ ଉପରେ ମୃତ୍ୟୁସଂଖ୍ୟା ରହିଛି । ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୯ ହଜାର ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ…

ପୁରା ଦେଶରେ ଚାଲିଛି କରୋନା ତାଣ୍ଡବ, ପ୍ରତି ମିନିଟ୍‌ରେ ଆସୁଛି ୧୧୭ ମାମଲା, ପ୍ରତି ଘଣ୍ଟାରେ ଯାଉଛି ୩୮ ଜୀବନ

ନୂଆଦିଲ୍ଲୀ :  ଦେଶରେ କାରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଏହି ସ୍ଥିତି ଏବେ ସାଂଘାତିକ ଅବସ୍ଥାରେ ପହଞ୍ଚିଛି । କରୋନା ସଂକ୍ରମଣର ଏହି ମିଟର ଦେଖିଲେ ମନରେ ସ୍ୱତଃ ଭୟ ସୃଷ୍ଟି ହେଉଛି । ମିଳିଥିବା ସୂଚାନନୁଯାୟୀ,ପ୍ରତି ମିନିଟ୍‌ରେ ଦେଶରେ ୧୧୭ ସଂକ୍ରମଣ ମାମଲା ଆସୁଥିବା ବେଳେ…