କମ ଦାମରେ ଦମଦାର ଫିଚର ଵାଲା ଫୋନ,ପାଖରେ ରଖିବାକୁ ପଡ଼ିବ ନାହିଁ ଚାର୍ଜର
One Plus ଏହି ବର୍ଷ ଲଞ୍ଚ ହୋଇଥିବା ଏହାର Nord ସିରିଜରେ OnePlus ୧୩ ସିରିଜ୍ ପରି ଏକ ବଡ଼ ବ୍ୟାଟେରୀ ଦେଇଛି । ଏହି ସିରିଜ୍ ରେ କମ୍ପାନୀ ଭାରତୀୟ ବଜାରରେ ଦୁଇଟି ଫୋନ୍ Nord 5 ଏବଂ Nord CE 5 ଲଞ୍ଚ କରିଛି । OnePlus ର ଏହି ବଜେଟ୍ ସ୍ମାର୍ଟଫୋନ୍ ସିରିଜ୍ ରେ ଲଞ୍ଚ ହୋଇଥିବା Nord CE 5…