Browsing Tag

new dress

ଆଜି ଘରର ବଡ଼ ମାନେ ପାଇବେ ପୂଜା, ଏଣ୍ଡୁରି ପିଠା ସହ କାହିଁ କେତେ କ’ଣ ଲାଗିବ ଭୋଗ

ଓଡିଶାରେ ବାରମାସରେ ତେର ପର୍ବ। ସବୁ ମାସରେ କିଛି ନା କିଛି ପର୍ବ ପାଳନ କରିଥାନ୍ତି ଓଡିଶାବାସୀ । ଆଉ ଏହି ପର୍ବ ମାନଙ୍କ ମଧ୍ୟରେ ଅନ୍ୟତମ ପ୍ରଥମାଷ୍ଟମୀ । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ। ଆଜି ପବିତ୍ର ପ୍ରଥମାଷ୍ଟମୀ। ଏହାକୁ ଲୋକଭାଷାରେ ‘ପରୁହାଁ ଅଷ୍ଟମୀ’…