ବଦଳିଗଲା ହନି ସିଂହଙ୍କ ରୂପ, ଆପଣ ବି ଦେଖିଲେ ଚିହ୍ନିପାରିବେନି
ବହୁଦିନ ଧରି ଲାଇମ୍ ଲାଇଟ୍ଠାରୁ ଦୂରରେ ଥିବା ବଲିଉଡ୍ର ଜଣାଶୁଣା ରାପର ତଥା ମ୍ୟୁଜିକ୍ କମ୍ପୋଜର ହନି ସିଂହ ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଫେରିଛନ୍ତି। ହନି ସିଂହ ଏବେ ଗୀତଠାରୁ ଅଧିକ ନିଜ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବହୁତ ଦିନ ପରେ ଆଇଫା ଆଓ୍ଵାର୍ଡ ନାଇଟ୍ରେ ହନି ସିଂହଙ୍କୁ…