Below header
Browsing Tag

new governor

ଶପଥ ନେଲେ ନୂଆ ରାଜ୍ୟପାଳ ରଘୁବର ଦାସ, ରାଜଭବନରେ ଶପଥପାଠ କରାଇଲେ ହାଇକୋର୍ଟ ମୁଖ୍ୟବିଚାରପତି

ଭୁବନେଶ୍ୱର (କେନ୍ୟୁଜ): ଶପଥ ନେଲେ ନୂଆ ରାଜ୍ୟପାଳ ରଘୁବର ଦାସ । ରାଜଭବନରେ ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି । ଓଡ଼ିଶାର୨୬ ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି । ଏହି ସମୟରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସମତେ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ । ଶପଥ ଗ୍ରହଣ ପରେ ନୂଆ…

ଓଡ଼ିଶାର ୨୬ତମ ରାଜ୍ୟପାଳ ହେବେ ରଘୁବର ଦାସ, ଆଜି କରିବେ ଶପଥଗ୍ରହଣ

ଭୁବନେଶ୍ୱର (କେନ୍ୟୁଜ): ଆଜି ନୂଆ ରାଜ୍ୟପାଳଙ୍କ ଶପଥଗ୍ରହଣ । ଓଡ଼ିଶାର୨୬ତମ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ରାଜଭବନ ଅଭିଷେକ ହଲରେ ସକାଳ ୧୧ଟା ୪୫ମିନିଟରେ ହେବ ଶପଥ ଗ୍ରହଣ ଉତ୍ସବ । ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ ହାଇକୋର୍ଟର ମୁଖ୍ୟ ବିଚାରପତି। ଏହା ପୂର୍ବରୁ ଆଜି ସେ ପ୍ରଭୁ…