Browsing Tag

new infections is rising

ପୁଣିଥରେ କରୋନା ସଂକ୍ରମଣ ବଢ଼ିବାର କାରଣ କହିଲେ ଆମେରିକା ଗବେଷକ, ଜାଣନ୍ତୁ କଣ ?

ଓ୍ଵାଶିଂଟନ : ପୁଣି ଥରେ କରୋନା ସଂକ୍ରମଣ ବଢ଼ିବା ପଛରେ ହୋଟେଲ, ରେଷ୍ଟୁରାଣ୍ଟ ଓ ଜିମ୍‌ ଦାୟୀ ବୋଲି ଆରେରିକା ଷ୍ଟାନ୍‌ଫୋର୍ଡ ଓ ନର୍ଥେଓ୍ଵଷ୍ଟ ୟୁନିଭରସିଟିର ଗବେଷକମାନେ ପ୍ରକାଶ କରିଛନ୍ତି । ଦୀର୍ଘ ଦିନର ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ସୋସିଆଲ୍‌ ଡିଷ୍ଟାନ୍‌ସିଂ, ହୋଟେଲ ଓ ଜିମ୍‌ ବନ୍ଦ୍‌…