ସପ୍ତାହରେ ଏଣିକି ୪ ଦିନ କାମ, ୩ ଦିନ ଛୁଟି ! ଜାଣନ୍ତୁ ମୋଦି ସରକାର କେଉଁ ସର୍ତ୍ତ ସହିତ ଜାରି କରିପାରନ୍ତି ଅଧିସୂଚନା
କେନ୍ଦ୍ର ସରକାର କର୍ମଚାରୀମାନଙ୍କ ପାଇଁ ସପ୍ତାହରେ ୩ ଦିନ ଛୁଟି ବ୍ୟବସ୍ଥା ଲାଗୁ କରିବାକୁ ବିଚାର କରୁଛନ୍ତି। ଏ ନେଇ ସରକାରଙ୍କ ତରଫରୁ ଖୁବ୍ଶୀଘ୍ର ଅଧିସୂଚନା ଜାରି ହୋଇପାରେ। କହି ରଖୁଛୁ, ଗତବର୍ଷ ସଂସଦରେ କର୍ମଚାରୀଙ୍କ ସହ ଜଡ଼ିତ ୪ଟି ବିଲ୍ ପାରିତ ହୋଇଥିଲା। ପାରିତ ବିଲ୍ରେ ବେତନ…