Browsing Tag

new law

ସପ୍ତାହରେ ଏଣିକି ୪ ଦିନ କାମ, ୩ ଦିନ ଛୁଟି ! ଜାଣନ୍ତୁ ମୋଦି ସରକାର କେଉଁ ସର୍ତ୍ତ ସହିତ ଜାରି କରିପାରନ୍ତି ଅଧିସୂଚନା

କେନ୍ଦ୍ର ସରକାର କର୍ମଚାରୀମାନଙ୍କ ପାଇଁ ସପ୍ତାହରେ ୩ ଦିନ ଛୁଟି ବ୍ୟବସ୍ଥା ଲାଗୁ କରିବାକୁ ବିଚାର କରୁଛନ୍ତି। ଏ ନେଇ ସରକାରଙ୍କ ତରଫରୁ ଖୁବ୍‌ଶୀଘ୍ର ଅଧିସୂଚନା ଜାରି ହୋଇପାରେ। କହି ରଖୁଛୁ, ଗତବର୍ଷ ସଂସଦରେ କର୍ମଚାରୀଙ୍କ ସହ ଜଡ଼ିତ ୪ଟି ବିଲ୍‌ ପାରିତ ହୋଇଥିଲା। ପାରିତ ବିଲ୍‌ରେ ବେତନ…

ସାବାଡ଼ ହେବେ ମିଛ କହି ପ୍ରଡକ୍ଟ ବିକ୍ରି କରୁଥିବା କମ୍ପାନୀ, କଡ଼ା ପଦକ୍ଷେପ ନେଉଛନ୍ତି ସରକାର

ଲୋଭନୀୟ ପ୍ରତିଶ୍ରୁତି ଓ ମିଛ କହି ପ୍ରଡକ୍ଟ ବିକ୍ରି କରୁଥିବା କମ୍ପାନୀ ଏବେ ହେବେ ସାବାଡ୍‌। ତ୍ୱଚାକୁ ଗୋରା କରିବା, ଡେଙ୍ଗା କରିବା କିମ୍ବା ମୋଟାପଣରୁ ମୁକ୍ତି ଦେଉଥିବା ପ୍ରଡକ୍ଟ ଆଦିର ବିଜ୍ଞାପନ ଦେଖାଇବା ଉପରେ କମ୍ପାନୀକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିପାରେ।…