Browsing Tag

new law in maharastra for rapist

ମହାରାଷ୍ଟ୍ର ସରକାର ଆଣୁଛନ୍ତି ନୂଆ ଆଇନ, ଧର୍ଷଣକାରୀଙ୍କୁ ଏଥର ମୃତ୍ୟୁଦଣ୍ଡ

ମହାରାଷ୍ଟ୍ର ସରକାର ଖୁବ୍‌ ଶୀଘ୍ର ଧର୍ଷଣ ଅପରାଧୀଙ୍କ ପାଇଁ ଆରମ୍ଭ କରିବେ ମୃତ୍ୟୁ ଦଣ୍ଡ । ଏନେଇ ଶକ୍ତ ଆଇନ ‘ଶକ୍ତି ଲ‘ କୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । ଆଗାମୀ ବିଧାନସଭାରେ ଏହା ପାରିତ ହେଲେ ଆଇନରେ ପରିବର୍ତ୍ତନ ହୋଇଯିବ ଓ ରାଜ୍ୟରେ ଧର୍ଷଣ ଅପରାଧ ନେଇ କଡ଼ା ଆଇନ ଲାଗୁହେବ ।…