କାର ଟାୟାର ଭିତରେ ପଶିଗଲା ଅଜଗର, ଆଉ ତା’ ପରେ
ସାପ ନାମ ଶୁଣିଲେ ଲୋକ ଭୟରେ ଛାନିଆ ହୋଇଯାଆନ୍ତି। ଆଉ ସାପ ଆପଣଙ୍କ ଘରେ କିମ୍ବା ଗାଡିରେ ପଶିଥିବା ଖବର ଶୁଣିଲେ ବେଶୀ ଡରଲାଗିଥାଏ। ଏମିତି ଏକ ଅଜବ ଘଟଣା ନିୟୁ ମେକ୍ସିକୋରେ ଦେଖିବାକୁ ମିଳିଛି। ଜଣେ ମହିଳା କାର ଚକାରେ ଅଜଗର ଦେଖି ଚକିତ ହୋଇପଡିଥିଲେ। ସେ ତୁରନ୍ତ ପୋଲିସରେ ଏ ନେଇ ସୂଚନା…