Browsing Tag

new project in sambalpur

ହୀରାକୁଦ ଜଳ ଭଣ୍ଡାରରେ ଖୁବଶୀଘ୍ର ହେବ ଭାସମାନ ସୌର ପ୍ରକଳ୍ପ

ସମ୍ବଲପୁର(କେ ନ୍ୟୁଜ): ହୀରାକୁଦ ଜଳ ଭଣ୍ଡାରରେ ଖୁବଶୀଘ୍ର ହେବ ଭାସମାନ ସୌର ପ୍ରକଳ୍ପ। ଉତ୍ପାଦନ ହେବ ୪୦ ମେଗାୱାଟ ବିଦ୍ୟୁତ । ଏଥିପାଇଁ ହୀରାକୁଦର ଅତଳ ଜଳରାଶିରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସର୍ଭେ । ଏହା ଭାରତ ସରକାରଙ୍କ ସୋଲାର ଏନର୍ଜି କର୍ପୋରେସନ ଇଣ୍ଡିଆ କରୁଥିବା ବେଳେ ସର୍ଭେ କାମ…