Browsing Tag

NEW TAX IN NEW YEAR

ନୂଆ ବର୍ଷରେ ନୂଆ ଦର, ଏସବୁ ଜିନିଷ ପାଇଁ ପକେଟ୍‌ରୁ ଅଧିକ ହେବ ଖର୍ଚ୍ଚ

ନୂଆଦିଲ୍ଲୀ : ନୂଆ ବର୍ଷରେ କିଛି କଥା ପାଇଁ ଜନସାଧାରଣଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ହେବ । ଆସନ୍ତୁ ନଜର ପକାଇବା କେଉଁଥିରେ ଆମ ସମସ୍ତଙ୍କୁ ପକେଟ୍‌ ଖାଲି କରିବାକୁ ପଡ଼ିବ । ଜିଏସ୍‌ଟି ପୂର୍ବର ସାମଗ୍ରୀ ବିକ୍ରି ହୋଇ ପାରିବ ନାହିଁ ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଉତ୍ପାଦିତ ସାମଗ୍ରୀ…