Browsing Tag

new yacht

କେବଳ ପାଣି ନୁହେଁ ପବନରେ ବି ପହଁରିବ ବୋଟ୍ !

(କେନ୍ୟୁଜ) : କ’ଣ ନକରିପାରୁଛି ଏ ମଣିଷ । ଇଚ୍ଛା ଅନୁସାରେ ବିଜ୍ଞାନକୁ ଅସ୍ତ୍ର କରି ଅସାଧ୍ୟ ସାଧନ କରିପାରୁଛି । ଆଜି ଯାଏଁ ଆପଣ ପାଣିରେ ବୋଟ୍ ଚାଲିବା କଥା ଶୁଣିଛନ୍ତି । ପାଣିର ପ୍ରଖର ସ୍ରୋତକୁ କାଟି ସମୁଦ୍ର ଲହଡ଼ିକୁ ଆଡ଼େଇ ତୀବ୍ର ଗତିରେ ମାଡ଼ିଚାଲେ ବୋଟ୍ । କିନ୍ତୁ ଏବେ ବିଜ୍ଞାନ…