Browsing Tag

new zeland beat india

ପ୍ରଥମ ଦିନିକିଆରେ ଭାରତକୁ ୪ ଓ୍ଵିକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ

ହାମିଲଟନ୍‌ : ଶ୍ରେୟସ ଆୟରଙ୍କ ଶତକ ଉପରେ ଭାରୀ ପଡ଼ିଲା ରଜ୍‌ ଟେଲରଙ୍କ ଶତକ । ଆଉ ଲଗାତର ଭାବେ ୫ଟି ଟି-୨୦ ହାରିବା ପରେ ଚଳିତ ସିରିଜ୍‌ର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତକୁ ହରାଇଛି ନ୍ୟୁଜିଲାଣ୍ଡ । ୩୪୮ ରନ୍‌ର ବିଜୟଲକ୍ଷ୍ୟକୁ ଘରୋଇ ଦଳ ୬ ଓ୍ଵିକେଟ୍‌ ହରାଇ ୪୮.୧ ଓଭର୍‌ରେ ପୂରଣ କରିଛି ।…