Browsing Tag

newly couple stranded in malaysia

ଖୁବ୍ ଶୀଘ୍ର ମାଲେସିଆରେ ଅଟକି ରହିଥିବା ନବ ଦମ୍ପତିଙ୍କୁ ଫେରାଇ ଆଣିବେ ଓଡିଶା ସରକାର

ଭୁବନେଶ୍ୱର: COVID19 ପାଇଁ ମାଲେସିଆରେ ଫସି ରହିଥିବା ନବ ବିବାହିତ ଓଡିଆ ଦମ୍ପତିଙ୍କୁ ଓଡିଶା ସରକାର ଆଣିବାକୁ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ନବରଙ୍ଗପୁର ଜିଲ୍ଲାର ନବ ବିବାହିତ ଦମ୍ପତି ପାଲାବୀ ମିଶ୍ର ଏବଂ ଶଙ୍କର ହାଲଦାରଙ୍କୁ ଭାରତର ଫେରାଇ ଅଣାଯିବ। ବନ୍ଦେ ଭାରତ ମିଶନ ଜରିଆରେ ସେମାନଙ୍କୁ…