ନାଇଜେରିଆରେ ଭୁଶୁଡିଲା ସ୍କୁଲ କୋଠା: ୨୨ ମୃତ, ୧୦୦ରୁ ଅଧିକ ପୋତି ହୋଇଥିବା ଆଶଙ୍କା
ନାଇଜେରିଆର ଏକ ଦୁଇ ମହଲା ସ୍କୁଲ କୋଠା ଭୁଶୁଡ଼ି ପଡ଼ିବାରୁ ୧୦୦ ଜଣ ପୋତି ହୋଇଯାଇଛନ୍ତି । ଖବର ମୁତାବକ, ଘଟଣାରେ ୨୨ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଉଦ୍ଧାର କାରୀ ଦଳ ପୋତି ହୋଇଥିବା ଛାତ୍ରଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ…