ରାତିରେ ଟ୍ରେନ ଯାତ୍ରାକୁ ନେଇ ଜାରି ହେଲା ନୂଆ ଗାଇଡଲାଇନ୍, ନ ମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ : ରାତିରେ ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କ ପାଇଁ ପ୍ରାୟତଃ କଷ୍ଟସାଧ୍ୟ ହୋଇଥାଏ। ଯେତେବେଳେ କୋଚରେ କେହି ଜଣେ ମୋବାଇଲରେ ଉଚ୍ଚ ସ୍ୱର ବଜାନ୍ତି, ଫୋନରେ ବଡ଼ ପାଟିରେ କଥାବାର୍ତ୍ତା କରନ୍ତି କିମ୍ବା ରାତି ୧୦ଟା ପରେ ମଧ୍ୟ ଲାଇଟ୍ ଅନ ରଖନ୍ତି। ତେବେ ବର୍ତ୍ତମାନ ରେଳ…