Browsing Tag

nikita postmortem report

ଆସିଲା ଓଲିଉଡ ଅଭିନେତ୍ରୀ ନିକିତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟ , ଉଚ୍ଚସ୍ଥାନରୁ ତଳକୁ ପଡ଼ି ହୋଇଛି ମୃତ୍ୟୁ

କଟକ(କେନ୍ୟୁଜ୍) : ଓଲିଉଡ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ଆସିଲା ପୋଷ୍ଟମୋର୍ଟମ ରିପୋର୍ଟ। ଉଚ୍ଚସ୍ଥାନରୁ ତଳକୁ ପଡ଼ି ମୃତ୍ୟୁ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। କଟକ ଡିସିପି ଅଖିଳେଶ୍ୱର ସିଂ ଏହି ସୂଚନା ଦେଇଛନ୍ତି। ଗତକାଲି ନିକିତା ମୃତ୍ୟୁ ମାମଲାରେ ଗିରଫ ସ୍ୱାମୀ…